Grandmother killed: ସମ୍ପତ୍ତି ବିବାଦର କରୁଣ ପରିଣତି: ଗାଡ଼ି ଚଢ଼ାଇ ଜେଜେମା’ଙ୍କୁ ହତ୍ୟା

ସମ୍ପତ୍ତି ପାଇଁ ପିକ୍‌ଅପ୍‌ ଚଢ଼ାଇ ଜେଜେମାଆଙ୍କୁ ହତ୍ୟା କରିଛି ନାତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପିଉସୀ। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର (ସିଙ୍ଗଡ଼ା) ଗାଁରେ।

ପାଣିକୋଇଲି: ସମ୍ପତ୍ତି ପାଇଁ ପିକ୍‌ଅପ୍‌ ଚଢ଼ାଇ ଜେଜେମାଆଙ୍କୁ ହତ୍ୟା କରିଛି ନାତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପିଉସୀ। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁରଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର (ସିଙ୍ଗଡ଼ା) ଗାଁରେ। ବିବ୍ରତ କଲା ଭଳି କଥା ହେଉଛି, ହତ୍ୟା ପାଇଁ ସହଯୋଗ କରିଥିଲା ବୃଦ୍ଧାଙ୍କ ନିଜ ପୁଅ। ମୃତ ବୃଦ୍ଧା ଜଣକ ହେଲେ ସିଙ୍ଗଡ଼ା ଗାଁର ସ୍ବର୍ଗତ ଫୋଇନ ସାହୁଙ୍କ ସ୍ତ୍ରୀ ଜୁଳି ସାହୁ (୭୩)।

ସୌଜନ୍ୟ ସମ୍ବାଦ

Exit mobile version