ରାଶିଫଳ

Horoscope 2026 August 26: ଜାଣନ୍ତୁ ଆଜିର ରାଶିଫଳ…

ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଆପଣଙ୍କୁ ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ‌ନିଜ ଭାବନାର ସକାରାତ୍ମକତା ବଜାୟ ରଖନ୍ତୁ।

ମେଷ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଆପଣଙ୍କୁ ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ‌

ବୃଷ: ନିଜ ଭାବନାର ସକାରାତ୍ମକତା ବଜାୟ ରଖନ୍ତୁ। ଇଚ୍ଛିତ ଫଳ ପ୍ରାପ୍ତି ହେବ। ବେପାରୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ପ୍ରେମ ଜୀବନ ଭଲ ରହିବ। ‌

ମିଥୁନ: ଆପଣଙ୍କର ପ୍ରଶଂସା ହେବ। ବାପାମାଆଙ୍କ ସହିତ ତୀର୍ଥ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ। ସାମାଜିକସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବାର ଯୋଗ ଅଛି। ‌

କର୍କଟ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବ୍ୟକ୍ତିତ୍ବ ଲୋକମାନଙ୍କୁ ପ୍ରଭାବିତ କରିବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ‌। ବେପାରରେ ଲାଭ ହେବ। ପରିଜନଙ୍କ ଠାରୁ ଭଲ ଖବର ପାଇବେ। ‌

ସିଂହ: ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହେବ। ବିବାହ କଥାବର୍ତ୍ତାରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଜମି କିଣିବା ପାଇଁ ମନ ବନାଇ ପାରନ୍ତି।‌

କନ୍ୟା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଚାକିରିରେ ପରିବର୍ତ୍ତନ ଯୋଗ ଅଛି। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଆପଣଙ୍କୁ ରଚନାତ୍ମକ କାର୍ଯ୍ୟରେ ଯୋଡ଼ିବାର ମଉକା ମିଳିବ। ‌

ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରରେ କୌଣସି ବଡ଼ଙ୍କଠାରୁ ଭଲ ପରାମର୍ଶ ପାଇବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ମହତ୍ବପୂର୍ଣ୍ଣ ଅବସର ମିଳିବ। ‌

ବିଛା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାରରେ ବୃଦ୍ଧି ହେବାର ସମ୍ଭାବନା ଅଧିକ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ। ପାରିବାରିକ ଜୀବନ ସମୃଦ୍ଧ ରହିବ। ‌

ଧନୁ: ଚାକିରିଜୀବୀଙ୍କୁ ନୂଆ ଅବସର ମିଳିବ। ବେପାରରେ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ଜମି ସଂପର୍କିତ ମାମଲାର ମିଥୁନ ସମାଧାନ ହୋଇଯିବ। ‌

ମକର: ଆପଣଙ୍କ ଆୟର ସାଧନ ବୃଦ୍ଧି ହେବ। ଭାବିଥିବା ଯୋଜନାରେ ସଫଳତା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ପ୍ରିୟ ବନ୍ଧୁ ସହିତ ଦେଖା ହେବ।

କୁମ୍ଭ: ଜମି ବା ଭବନ କିଣିବା ଯୋଗ ଅଛି। ପୁଞ୍ଜି ବଜାରରେ ଯଥେଷ୍ଟ ଲାଭ ମିଳିବାର ସମ୍ଭାବନା। ପଦୋନ୍ନତି ବା ଚାକିରିର ସ୍ଥାନ ବଦଳାଇବା ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶରେ କାମ କରିବେ। ପରିବାର ସହିତ ସମୟ ଅତିବାହିତ କରିବେ। ଦଳରେ ଭଲ ନେତୃତ୍ବ ରୂପେ କାମ କରିବେ। ପ୍ରତିଟି ଛୋଟ କଥାରେ ଭାବନ୍ତୁ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button