ରାଶିଫଳ

Horoscope 2026 October 29: ଜାଣନ୍ତୁ ଆଜିର ରାଶିଫଳ…

ନୂଆ କାମ‌ରେ ଭାଗ୍ୟର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିଶେଷ କାମର ମୂଳଦୁଆ ରଖିବା ଲାଗି ଦିନଟି ଭଲ। ପିଲାମାନଙ୍କ ନୂଆ ଗତିବିଧିରେ ବ୍ୟସ୍ତ ରହିବେ। ଓକିଲଙ୍କ ଲାଗି ଦିନଟି ଭଲ। ‌ଆୟର ନୂଆ ଉତ୍ସ ସୃଷ୍ଟି ହେବ।

‌ମେ‌ଷ: ନୂଆ କାମ‌ରେ ଭାଗ୍ୟର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିଶେଷ କାମର ମୂଳଦୁଆ ରଖିବା ଲାଗି ଦିନଟି ଭଲ। ପିଲାମାନଙ୍କ ନୂଆ ଗତିବିଧିରେ ବ୍ୟସ୍ତ ରହିବେ। ଓକିଲଙ୍କ ଲାଗି ଦିନଟି ଭଲ।   ‌

Aries

ବୃଷ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ପ୍ରଦାନ କରିବେ। ଖେଳ ଜଗତର ଲୋକ ଅଭ୍ୟାସରେ ବ୍ୟସ୍ତ ରହିବେ। ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିପାରନ୍ତି।   ‌

Taurus

ମିଥୁନ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। ବ୍ୟବସାୟରେ ପୁଞ୍ଜି ଲଗାଇବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ ଭଲ ହେବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ। ସାମାଜିକସ୍ତରରେ ସକ୍ରିୟ ରହିବେ।

Gemini

କର୍କଟ: ଘରର ବଡ଼ଙ୍କ ସହଯୋଗରେ ଆପଣଙ୍କ କାମ ଜଲଦି ପୂରା ହେବ। ଜୀବନସାଥୀ ଆପଣଙ୍କ ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଘର କ୍ଳେଶ ଦୂର ହେବ। ରାଜନୀତିରେ ସଫଳତା ପାଇବେ।  ‌ ‌

Cancer
ସିଂହ: ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଯୋଗାଯୋଗରେ ବ୍ୟବସାୟ ସମ୍ବନ୍ଧୀୟ ଭଲ ସୂଚନା ପାଇବେ। କୌଣସି ସମା‌ରୋହକୁ ଯିବା ପାଇଁ ଯୋଜନା କରିବେ।  ‌

Leo

କନ୍ୟା: କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପାଖ ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ।

Virgo

ତୁଳା: କୌଣସି କାମକୁ ନେଇ ଚେଷ୍ଟାରେ ସଫଳତା ପାଇବେ। ମୋବାଇଲ ଓ ଇମେଲରେ ଭଲ ଖବର ପାଇବେ। ବାଲ୍ୟବନ୍ଧୁ ସହିତ ଦୀର୍ଘଦିନ ପରେ ଦେଖା ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ।   ‌

Libra
ବିଛା: ବଡ଼ ଓ ଅଲଗା କାମ କରିବା ପାଇଁ ଭାବିପାରନ୍ତି। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚେଷ୍ଟା କରିବେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମରେ ଆପଣଙ୍କ ଅନୁଭବ କାମର ଆସିବ।

Scorpio

ଧନୁ: ଆପଣଙ୍କ ରୁଟିନରେ କିଛି ପରିବର୍ତ୍ତନ ଆସିବ। ନୂଆ କୌଶଳର ସାହାରା ନିଅନ୍ତୁ କାମ ସହଜ ହେବ। ବିରୋଧୀପକ୍ଷ ଆପଣଙ୍କ ସାମନାରେ ମତମସ୍ତକ ହେବେ। ଛାତ୍ରଛାତ୍ରୀ ପାଇଁ ସମୟ ଅନୁକୂଳ ରହିବ।

Sagittarius

ମକର: ପରିବାର ସାମନାରେ ନିଜର ମତ ରଖିବାର ପୂରା ମଉକା ପାଇବେ। ଆପଣଙ୍କ ଯୋଜନାରେ ଲୋକ ଯଥେଷ୍ଟ ପ୍ରଭାବିତ ହେବେ। ଜୀବନସାଥୀର ଭରପୂର ସହଯୋଗ ଓ ସାନିଧ୍ୟ ପାଇବେ।

Capricorn
କୁମ୍ଭ: ଦିନଟି ବ୍ୟସ୍ତତାଭରା ରହିବ। ନିଜର ମାମଲା ବାହାର ଲୋକଙ୍କୁ କହନ୍ତୁ ନାହିଁ। ଅସମ୍ଭବ କାମ ପୂରା ହେବା ଯୋଗୁଁ ଖୁସି ହେବେ। ଚାକିରିଜୀବୀ ନିଜ କାମରେ ଧ୍ୟାନକେନ୍ଦ୍ରୀତ କରି ରହନ୍ତୁ।

Aquarius

ମୀନ: ମିଳିମିଶି କାମ କରନ୍ତୁ ଯଥେଷ୍ଟ ସଫଳତା ପାଇବେ। ନିବେଶ ମାମଲାରେ ଘରର ବଡ଼ଙ୍କ ଠାରୁ ନୂଆ ପରାମର୍ଶ ପାଇବେ। ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବେ। ସାମାଜିକ ପରିସର ବୃଦ୍ଧି ହେବ।

Aquarius

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button