ଦେଶ ବିଦେଶ
IIT: ଆଇଆଇଟିରେ ମେଡିକାଲ୍ ସ୍କୁଲ୍ ନିର୍ମାଣ ଲକ୍ଷ୍ୟ ‘ଫିଜିସିଆନ୍-ଇଞ୍ଜିନିୟର’ ତିଆରି
ଦେଶର ତିନି ପ୍ରମୁଖ ଆଇଆଇଟି ଏବେ ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି। ଆଇଆଇଟି କାନପୁର, ଖଡ଼ଗପୁର ଓ ମାଡ୍ରାସ୍ରେ ମେଡିକାଲ୍ ସ୍କୁଲ୍ ତିଆରି କରାଯାଉଛି। ତେବେ ଅଧିକ ସଂଖ୍ୟାରେ ଡାକ୍ତର ତିଆରି କରିବା ଏହାର ମୁଖ୍ୟ ଲକ୍ଷ୍ୟ ନୁହେଁ।

ନୂଆଦିଲ୍ଲୀ: ଦେଶର ତିନି ପ୍ରମୁଖ ଆଇଆଇଟି ଏବେ ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି। ଆଇଆଇଟି କାନପୁର, ଖଡ଼ଗପୁର ଓ ମାଡ୍ରାସ୍ରେ ମେଡିକାଲ୍ ସ୍କୁଲ୍ ତିଆରି କରାଯାଉଛି। ତେବେ ଅଧିକ ସଂଖ୍ୟାରେ ଡାକ୍ତର ତିଆରି କରିବା ଏହାର ମୁଖ୍ୟ ଲକ୍ଷ୍ୟ ନୁହେଁ। ଚିକିତ୍ସା ବିଜ୍ଞାନ ସହ ଇଞ୍ଜିନିୟରିଂକୁ ଯୋଡ଼ି ‘ଫିଜିସିଆନ୍-ଇଞ୍ଜିନିୟର’ ତିଆରି କରିବା ଉପରେ ଏହି ଆଇଆଇଟିଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି।
ସୌଜନ୍ୟ ସମ୍ବାଦ




