ଦେଶ ବିଦେଶ
Income Tax: ମୁମ୍ବାଇର ୧୨ ସ୍ଥାନରେ ଆୟକର ଚଢ଼ାଉ
ବିଦେଶକୁ ଟଙ୍କା ପଠାଇବା ସନ୍ଦେହରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଓ ପାନୋରାମା ଷ୍ଟୁଡିଓ ସହ ଜଡ଼ିତ ମୁମ୍ବାଇର ୧୨ଟି ସ୍ଥାନରେ ସୋମବାର ଆୟକର ବିଭାଗ ଚଢ଼ାଉ କରିଛି।

ମୁମ୍ବାଇ: ବିଦେଶକୁ ଟଙ୍କା ପଠାଇବା ସନ୍ଦେହରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଓ ପାନୋରାମା ଷ୍ଟୁଡିଓ ସହ ଜଡ଼ିତ ମୁମ୍ବାଇର ୧୨ଟି ସ୍ଥାନରେ ସୋମବାର ଆୟକର ବିଭାଗ ଚଢ଼ାଉ କରିଛି।
ଏହି ଅଭିଯାନ ଚଳଚ୍ଚିତ୍ର ସମ୍ପର୍କିତ କାରବାର ଓ ବିଦେଶକୁ ପାଣ୍ଠି ସ୍ଥାନାନ୍ତର ସହ ଜଡ଼ିତ ସନ୍ଦେହଜନକ ଆର୍ଥିକ ଅନିୟମିତତା ତଦନ୍ତର ଅଂଶ ବୋଲି ଜଣାପଡ଼ିଛି। ଚଢ଼ାଉ ବେଳେ ଅଧିକାରୀମାନେ ଅର୍ଥ କାରବାର ସମ୍ପର୍କିତ କାଗଜପତ୍ର ଓ ନେଣଦେଣରରେକର୍ଡ ଯାଞ୍ଚ କରିଥିଲେ।
ସୌଜନ୍ୟ ସମ୍ବାଦ




