India Travel To Sri Lanka: ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ଶ୍ରୀଲଙ୍କା ଯିବ ଭାରତୀୟ ଦଳ?

ପାକିସ୍ତାନର ପୂର୍ବ ରେକର୍ଡ ଯାହା ଏବେ ବି ମନେ କରାଯାଉଛି ଯେ ପିସିବି ୟୁ-ଟର୍ଣ୍ଣ ନେବ। ଭାରତର ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ଯେ ୟୁ-ଟର୍ଣ୍ଣ ନେବାରେ ପାକିସ୍ତାନର ପୂର୍ବରୁ ରେକର୍ଡ ଅଛି।

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚକୁ ବର୍ଜନ କରିବାକୁ ପାକିସ୍ତାନର ଘୋଷଣା ପରେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ତେବେ ପାକିସ୍ତାନର ପୂର୍ବ ରେକର୍ଡ ଯାହା ଏବେ ବି ମନେ କରାଯାଉଛି ଯେ ପିସିବି ୟୁ-ଟର୍ଣ୍ଣ ନେବ। ଭାରତର ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ଯେ ୟୁ-ଟର୍ଣ୍ଣ ନେବାରେ ପାକିସ୍ତାନର ପୂର୍ବରୁ ରେକର୍ଡ ଅଛି। ଏପରିକି ପାକିସ୍ତାନୀ ଖେଳାଳି ଅବସର ଘୋଷଣା କରିବାର କିଛି ଦିନ ପରେ ପୁଣି ଫେରିଆସନ୍ତି। ଏପରି ସମାନ ଧରଣର ନିଷ୍ପତ୍ତି ପିସିବି ମଧ୍ୟ ନେଇପାରେ।

Exit mobile version