ଦେଶ ବିଦେଶ

Indians Rejoin: ସ୍ବ-ଇଚ୍ଛାରେ ରୁଷ୍‌ ସେନାରେ ଯୋଗ ଦେଉଛନ୍ତି ଅନେକ ଭାରତୀୟ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ରର ସୂଚନା

ରୁଷ୍‌ ସେନାରୁ କୂଟନୈତିକ ଉଦ୍ୟମ ଜରିଆରେ ମୁକ୍ତ କରାଯାଇ ଭାରତ ଫେରାଇ ଅଣାଯାଇଥିବା କେତେକ ଭାରତୀୟ ସ୍ବ-ଇଚ୍ଛାରେ ପୁଣି ରୁଷ୍‌ ସେନାରେ ଯୋଗ ଦେଇଛନ୍ତି।

ନୂଆଦିଲ୍ଲୀ: ରୁଷ୍‌ ସେନାରୁ କୂଟନୈତିକ ଉଦ୍ୟମ ଜରିଆରେ ମୁକ୍ତ କରାଯାଇ ଭାରତ ଫେରାଇ ଅଣାଯାଇଥିବା କେତେକ ଭାରତୀୟ ସ୍ବ-ଇଚ୍ଛାରେ ପୁଣି ରୁଷ୍‌ ସେନାରେ ଯୋଗ ଦେଇଛନ୍ତି। ଏବେ ସେମାନଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳୁନାହିଁ। ବୁଧବାର ସୁପ୍ରିମ୍‌କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ରୁଷ୍‌ ସେନାରେ ଭାରତୀୟଙ୍କ ନିଯୁକ୍ତି ଏବଂ ଯୁଦ୍ଧରେ ସେମାନଙ୍କ ସମ୍ପୃକ୍ତିକୁ ନେଇ ସରକାରଙ୍କ ପକ୍ଷରୁ ଦାଖଲ ସ୍ଥିତି ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button