ରାଜ୍ୟ
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି
ନବରଂଗପୁର ଜିଲ୍ଲାର ଇତିହାସ ଓ ସ୍ୱାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ବ୍ରିଟଶ ସରକାର ଅମଳର ଇନ୍ଦ୍ରାବତୀ ନଦୀ ଉପରେ ଥିବା ଲୁହା ବ୍ରିଜ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ବ୍ରିଟିଶ ଶାସନ ସମୟରେ ନିର୍ମିତ ଏହି ଐତିହ୍ୟ ସମ୍ପନ୍ନ ବ୍ରିଜର...

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାର ଇତିହାସ ଓ ସ୍ୱାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ବ୍ରିଟଶ ସରକାର ଅମଳର ଇନ୍ଦ୍ରାବତୀ ନଦୀ ଉପରେ ଥିବା ଲୁହା ବ୍ରିଜ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ବ୍ରିଟିଶ ଶାସନ ସମୟରେ ନିର୍ମିତ ଏହି ଐତିହ୍ୟ ସମ୍ପନ୍ନ ବ୍ରିଜର ସଂରକ୍ଷଣ ଓ ପୁନରୁଦ୍ଧାର ଦାବିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ଓ ବୁଦ୍ଧିଜୀବୀମାନେ ସ୍ୱର ଉଠାଇଛନ୍ତି।
ସୌଜନ୍ୟ ସମ୍ବାଦ




