ଦେଶ ବିଦେଶ

IRCTC Travel Insurance: ଟ୍ରେନ୍ ଟିକେଟ୍ ସମୟରେ ଛୋଟିଆ ବିକଳ୍ପକୁ ଅଣଦେଖା କରନ୍ତୁ ନାହିଁ; ମାତ୍ର ୪୫ ପଇସାରେ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସୁରକ୍ଷା!

ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକେଟ୍ ବୁକ୍ କରୁଥିବା ସମୟରେ ଅନେକ ଲୋକ ତରବରିଆ ଭାବେ ଏକ ଛୋଟ ବିକଳ୍ପକୁ ଅଣଦେଖା କରି ଦେଇଥାଆନ୍ତି। ତାହା ହେଉଛି ମାତ୍ର ୪୫ ପଇସାର ଯାତ୍ରା ବୀମା। ଆଇଆରସିଟିସି ମାଧ୍ୟମରେ ଅନଲାଇନ୍‌ରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କୁ ଏହି ସୁବିଧା ମିଳିଥାଏ।

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକେଟ୍ ବୁକ୍ କରୁଥିବା ସମୟରେ ଅନେକ ଲୋକ ତରବରିଆ ଭାବେ ଏକ ଛୋଟ ବିକଳ୍ପକୁ ଅଣଦେଖା କରି ଦେଇଥାଆନ୍ତି। ତାହା ହେଉଛି ମାତ୍ର ୪୫ ପଇସାର ଯାତ୍ରା ବୀମା। ଆଇଆରସିଟିସି ମାଧ୍ୟମରେ ଅନଲାଇନ୍‌ରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କୁ ଏହି ସୁବିଧା ମିଳିଥାଏ। ହେଲେ ଅନେକ ଲୋକ ଏହାକୁ ଅନାବଶ୍ୟକ ଭାବି ଏଡ଼ାଇ ଦିଅନ୍ତି। କିନ୍ତୁ ଏହି ଅଳ୍ପ ଟଙ୍କାର ବୀମା ଯାତ୍ରା ସମୟରେ ଦୁର୍ଘଟଣା ଘଟିଲେ ପରିବାରକୁ ବଡ଼ ଆର୍ଥିକ ସହାୟତା ଦେଇପାରେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button