ଦେଶ ବିଦେଶ

Neha Bora: ସିଜେପି ପ୍ରତିଷ୍ଠାତା ଦୀପକେଙ୍କ ପରେ ନେହା ବୋରାଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ପୁଲିସ ସତର୍କତାମୂଳକ ଭାବେ ଅଟକ ରଖିଛି। ସପ୍ତାହରେ ଦ୍ବିତୀୟ ଥର ପାଇଁ ଦୀପକେଙ୍କୁ ଅଟକ ରଖାଯାଇଛି। ପୁଲିସ ଭାରତୀୟ ନ୍ୟାୟ ସଂହିତ ୧୬୩ ଲାଗୁ କରିଛି।

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ତିରଙ୍ଗା ଯାତ୍ରା ‘ଲେହରା ଦୋ ତ୍ରିରଙ୍ଗା’ ରାଲି ପୂର୍ବରୁ ଦିଲ୍ଲୀ ପୁଲିସକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ପୁଲିସ ସତର୍କତାମୂଳକ ଭାବେ ଅଟକ ରଖିଛି। ସପ୍ତାହରେ ଦ୍ବିତୀୟ ଥର ପାଇଁ ଦୀପକେଙ୍କୁ ଅଟକ ରଖାଯାଇଛି। ପୁଲିସ ଭାରତୀୟ ନ୍ୟାୟ ସଂହିତ ୧୬୩ ଲାଗୁ କରିଛି।

ଦୀପକେଙ୍କ ପ‌ରେ ନେହା ବୋରାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ନେହା କନଟ୍ ପ୍ଲେସ୍‌ ଯିବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ ତାଙ୍କୁ ଅଟକାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button