ଦେଶ ବିଦେଶ

Judgement: ଶ୍ରମ ସଂହିତା ପାଇଁ ପୁରୁଣା ‘ଶିଳ୍ପ’ ସଂଜ୍ଞା ଲାଗୁ ହେବନି

କାହାକୁ ‘ଶିଳ୍ପ’ କୁହାଯିବ? ଏହି ପ୍ରଶ୍ନକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବରେ ଗଠିତ ୯-ଜଣିଆ ସମ୍ବୀଧାନ ପୀଠ ୫:୪ ବହୁମତରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କର୍ମଚାରୀ ଓ ନିଯୁକ୍ତିଦାତା ସମ୍ପର୍କ ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ରହିବ।

ନୂଆଦିଲ୍ଲୀ: କାହାକୁ ‘ଶିଳ୍ପ’ କୁହାଯିବ? ଏହି ପ୍ରଶ୍ନକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବରେ ଗଠିତ ୯-ଜଣିଆ ସମ୍ବୀଧାନ ପୀଠ ୫:୪ ବହୁମତରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କର୍ମଚାରୀ ଓ ନିଯୁକ୍ତିଦାତା ସମ୍ପର୍କ ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ରହିବ। ଗୋଟିଏ ପଟେ କର୍ମଚାରୀ କଲ୍ୟାଣ ଦୃଷ୍ଟିରୁ ଅନୁକୂଳ ଥିବା ୧୯୭୮ର ପୁରୁଣା ରାୟକୁ କୋର୍ଟ କେବଳ ପୁରୁଣା ମାମଲା ପାଇଁ ବଳବତ୍ତର ରଖିଛନ୍ତି। କିନ୍ତୁ ‘ଶିଳ୍ପ ସମ୍ପର୍କ ସଂହିତା-୨୦୨୦’ ପାଇଁ ତାହା ଲାଗୁ ହେବ ନାହିଁ ବୋଲି କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button