uncategories

National Highway: ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି, ଯାତ୍ରୀବାହୀ ବସ୍ ଓ ପିକଅପ୍ ଭ୍ୟାନ ବୁଡ଼ିଲା

ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଚିନ୍ତା ପୋଖରୀ ଛକ ନିକଟରେ ଏଵଂ ନଵ ଲିମିଟେଡ କାରଖାନା ନିକଟରେ ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି।

ଓଡ଼ାପଡ଼ା: ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥଚିନ୍ତା ପୋଖରୀ ଛକ ନିକଟରେ ଏଵଂ ନଵ ଲିମିଟେଡ କାରଖାନା ନିକଟରେ ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି। ଏଥିଯୋଗୁଁ ଗୋଟିଏ ଯାତ୍ରୀବାହୀ ବସ୍ ସହିତ ସମ୍ବାଦ ପିକଅପ୍ ଭ୍ୟାନ ବୁଡ଼ି ରହିଛି।

 

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି

ଖଵର ପାଇ ହିନ୍ଦୋଳ ରୋଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button