ରାଜ୍ୟ

Nayagarh group clash: ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ; ୨୫ରୁ ଊର୍ଦ୍ଧ୍ବ ଆହତ

ଗୋଷ୍ଠୀ ସଂଘର୍ଷ କାରଣରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨୫ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକ ହେଲେ ମନୁ ବାରିକ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଧିନ ଗୋତେରି ପଞ୍ଚାୟତର ଆଡ଼ିପଡ଼ା ସାହିରେ ବୁଧବାର ସନ୍ଧ୍ୟାରେ...

ନୟାଗଡ଼: ଗୋଷ୍ଠୀ ସଂଘର୍ଷ କାରଣରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨୫ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକ ହେଲେ ମନୁ ବାରିକ (୫୦)। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଧିନ ଗୋତେରି ପଞ୍ଚାୟତର ଆଡ଼ିପଡ଼ା ସାହିରେ ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଁରେ ଚାଲିଥିବା ଯାତ୍ରାକୁ ନେଇ ଏହି ଘଟଣା ଘଟିଥିବା ଜଣାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button