ରାଜ୍ୟ

FIR: ସ୍କୁଲରେ ପଶି ଟଙ୍କା ଓ କାଗଜପତ୍ର ଚୋରି ଘଟଣା: ବିଜେପି ନେତାଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା

ଛେଣ୍ଡ କଳିଙ୍ଗ ବିହାର କୋଅପରେଟିଭ୍‌ କଲୋନିରେ ଥିବା ସାଇ ଶିଶୁ ମନ୍ଦିରରେ ତାଲା ଭାଙ୍ଗି ଚୋରି ନେଇ ମାମଲା ରୁଜୁ ହୋଇଛି। ମୋଟ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ବିଜେପିର ନେତାଙ୍କ ନାଁ ମଧ୍ୟ ରହିଛି।

ରାଉରକେଲା: ଛେଣ୍ଡ କଳିଙ୍ଗ ବିହାର କୋଅପରେଟିଭ୍‌ କଲୋନିରେ ଥିବା ସାଇ ଶିଶୁ ମନ୍ଦିରରେ ତାଲା ଭାଙ୍ଗି ଚୋରି ନେଇ ମାମଲା ରୁଜୁ ହୋଇଛି। ମୋଟ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ବିଜେପିର ନେତାଙ୍କ ନାଁ ମଧ୍ୟ ରହିଛି। ସ୍କୁଲରୁ ଟଙ୍କା ଓ କାଗଜପତ୍ର ଚୋରି କରିବା ସହ ସ୍କୁଲ ଜବରଦଖଲ କରିବାକୁ ଚେଷ୍ଟା କରାଯାଇଥିବା ସ୍କୁଲ ସଭାପତି ଜୟନ୍ତୀ ଦାସ କହିଛନ୍ତି। ଏହାସହ ତାଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ମଧ୍ୟ କରାଯାଇଥିବା‌ ନେଇ ମଧ୍ୟ ମାମଲା ରୁଜୁ ହୋଇଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button