ରାଜ୍ୟ

Newborn Baby: ନାଳ ପାଖରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିଲେ

ଉଦିତନଗର ଶୀତପଡ଼ା ଏକ ନାଳ ନିକଟରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାଯାଇଛି l କେହି ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିବା କୁହାଯାଉଛି।

ରାଉରକେଲା: ଉଦିତନଗର ଶୀତପଡ଼ାର ଏକ ନାଳ ନିକଟରୁ ନବଜାତ ଶିଶୁପୁତ୍ରଉଦ୍ଧାର ହୋଇଥିବା ଜଣାଯାଇଛି l କେହି ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିବା କୁହାଯାଉଛି।  ସ୍ଥାନୀୟ ଲୋକମାନେ ଶିଶୁପୁତ୍ରକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି l ପ୍ରବଳ ବର୍ଷା ପରେ ବି ଶିଶୁଟି ବଞ୍ଚିଥିଲାl

ପୁଲିସର ତଦନ୍ତ

ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button