ରାଜ୍ୟ
Odisha assembly: ଗୃହରେ ଉପସ୍ଥାପନ ହେଲା ଓଡ଼ିଶା ଜନବିଶ୍ବାସ ବିଲ୍-୨୦୨୬
ରାଜ୍ୟରେ ବ୍ୟବସାୟ କରିବା ଯେପରି ସହଜ ହେବ, ନିବେଶକାରୀଙ୍କ ମନରେ କାରାଦଣ୍ଡ, ଅଧିକ ଜରିମାନା, ଏକାଧିକ ଲାଇସେନ୍ସ ନେବାର ଭୟ କି ଚିନ୍ତା ରହିବନି ସେହି ଉଦ୍ଦେଶ୍ୟରେ ଆଜି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ‘ଓଡ଼ିଶା ଜନବିଶ୍ବାସ ବିଲ୍,୨୦୨୬’ କୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି।

ଭୁବନେଶ୍ବର: ରାଜ୍ୟରେ ବ୍ୟବସାୟ କରିବା ଯେପରି ସହଜ ହେବ, ନିବେଶକାରୀଙ୍କ ମନରେ କାରାଦଣ୍ଡ, ଅଧିକ ଜରିମାନା, ଏକାଧିକ ଲାଇସେନ୍ସ ନେବାର ଭୟ କି ଚିନ୍ତା ରହିବନି ସେହି ଉଦ୍ଦେଶ୍ୟରେ ଆଜି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ‘ଓଡ଼ିଶା ଜନବିଶ୍ବାସ ବିଲ୍,୨୦୨୬’ କୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି।
ସୌଜନ୍ୟ ସମ୍ବାଦ




