ଦେଶ ବିଦେଶ
Parliamentary Panel Meeting: ଜୁଲାଇ ୨୦ ଆନ୍ଦୋଳନକୁ ନେଇ ବିଜେପି-କଂଗ୍ରେସ ସାଂସଦ ମୁହାଁମୁହିଁ
ଗୃହ ବ୍ୟାପାର ସଂକ୍ରାନ୍ତ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଆଜି ବିରୋଧୀ ସାଂସଦମାନଙ୍କର ଶାସକ ଦଳ ସଦସ୍ୟମାନଙ୍କ ସହ ସଂଘର୍ଷ ଉପୁଜିଛି। ଜୁଲାଇ ୨୦ ଆନ୍ଦୋଳନ ସମୟରେ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ଦାବିରେ...

ନୂଆଦିଲ୍ଲୀ: ଗୃହ ବ୍ୟାପାର ସଂକ୍ରାନ୍ତ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଆଜି ବିରୋଧୀ ସାଂସଦମାନଙ୍କର ଶାସକ ଦଳ ସଦସ୍ୟମାନଙ୍କ ସହ ସଂଘର୍ଷ ଉପୁଜିଛି। ଜୁଲାଇ ୨୦ ଆନ୍ଦୋଳନ ସମୟରେ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ଦାବିରେ ଆଜି ଏହି ବୈଠକରେ ହୋହଲ୍ଲା ହୋଇଥିଲା।
ସୌଜନ୍ୟ ସମ୍ବାଦ




