ଜୀବନଚର୍ଯ୍ୟା
ICMR: ଭାରତରେ ଫ୍ଲୁ ଆକ୍ରାନ୍ତଙ୍କ ୯୮% ମାମଲା, ଏଚ୍୧ଏନ୍୧-ଜନିତ ଭୟର କାରଣ ନ ଥିବା କହିଲା ଆଇସିଏମ୍ଆର୍
ଦେଶରେ ଇନ୍ଫ୍ଲୁଏଞ୍ଜା ଆକ୍ରାନ୍ତଙ୍କ ମଧ୍ୟରେ ଏଚ୍୧ଏନ୍୧ ଭୂତାଣୁ ପ୍ରମୁଖ ଭାବେ ଦେଖାଯାଉଛି। ଭାରତରେ ପରୀକ୍ଷା କରାଯାଉଥିବା ଇନ୍ଫ୍ଲୁଏଞ୍ଜା ମାମଲାର ପ୍ରାୟ ୯୮ ପ୍ରତିଶତ ଏଚ୍୧ଏନ୍୧ ଭୂତାଣୁ-ଜନିତ ବୋଲି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍) ମହାନିର୍ଦ୍ଦେଶକ ଡା. ରାଜୀବ ବାହଲ୍ ମଙ୍ଗଳବାର କହିଛନ୍ତି।

ନୂଆଦିଲ୍ଲୀ: ଦେଶରେ ଇନ୍ଫ୍ଲୁଏଞ୍ଜା ଆକ୍ରାନ୍ତଙ୍କ ମଧ୍ୟରେ ଏଚ୍୧ଏନ୍୧ ଭୂତାଣୁ ପ୍ରମୁଖ ଭାବେ ଦେଖାଯାଉଛି। ଭାରତରେ ପରୀକ୍ଷାକରାଯାଉଥିବା ଇନ୍ଫ୍ଲୁଏଞ୍ଜା ମାମଲାର ପ୍ରାୟ ୯୮ ପ୍ରତିଶତ ଏଚ୍୧ଏନ୍୧ ଭୂତାଣୁ-ଜନିତ ବୋଲି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍) ମହାନିର୍ଦ୍ଦେଶକ ଡା. ରାଜୀବ ବାହଲ୍ ମଙ୍ଗଳବାର କହିଛନ୍ତି। ତେବେ ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




