Plus 2 Examination: ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ Swayam News 20 hours ago ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୬ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ବରସ୍ଥିତ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ଅଗ୍ରସର ହେଉଛନ୍ତି। ସୌଜନ୍ୟ ସମ୍ବାଦ Related Articles Tension on Streets: ସାଇଡ୍ ମରାକୁ କେନ୍ଦ୍ରକରି ରାସ୍ତାରୋକ, ଜଣେ ଯୁବକଙ୍କ ଗିରଫକୁ ନେଇ ପ୍ରତିବାଦ Medical Transfer Turns Tragic: ମହିଳାଙ୍କୁ ରାୟଗଡାରୁ ଲକ୍ଷ୍ମୀପୁର ସ୍ଥାନାନ୍ତର କରିଥିଲେ କ୍ଲିନିକ ଡାକ୍ତର, ମୃତ୍ୟୁ ପରେ ଗୁରୁତର ଅଭିଯୋଗ ଆଣିଲେ ସ୍ୱାମୀ Mystery Surrounds Woman’s Death: ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା, କାରଣ ଅସ୍ପଷ୍ଟ ୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ: କଏଦୀଙ୍କୁ କାଳ ସାଜିଛି ମ୍ୟାଲେରିଆ, ହୃଦ୍ରୋଗ, କିଡ୍ନୀ ରୋଗ ମୁଁ ତୋ ସାବିତ୍ରୀ…ଜୀବନକୁ ବାଜିରେ ଲଗାଇ ପଶୁ ସହ ଲଢି ବଞ୍ଚାଇଦେଲେ ସତ୍ୟବାନ ଜୀବନ