ଦେଶ ବିଦେଶ

Pulitzer Prize: ନୋବେଲ ପରେ ପୁଲିଜର ପୁରସ୍କାର ଉପରେ ଟ୍ରମ୍ପଙ୍କ ନଜର, ରୁଷ୍‌ ସମ୍ପର୍କିତ ଖବର ପାଇଁ ପୁରସ୍କୃତ ସାମ୍ବାଦିକଙ୍କୁ କଲେ ସମାଲୋଚନା

ନୋବେଲ ଶାନ୍ତି ପୁରସ୍କାର ପାଇବାର ଆଶା ଧୂଳିସାତ୍‌ ହେବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ମାନଜନକ ପୁଲିଜର ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ବୋଲି ଦାବି କରିଛନ୍ତି।

ୱାସିଂଟନ: ନୋବେଲ ଶାନ୍ତି ପୁରସ୍କାର ପାଇବାର ଆଶା ଧୂଳିସାତ୍‌ ହେବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ମାନଜନକ ପୁଲିଜର ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ବୋଲି ଦାବି କରିଛନ୍ତି। ନିଜ ଲେଖା ପାଇଁ ତାଙ୍କୁ ପୁଲିଜର ପୁରସ୍କାର ମିଳିବା ଉଚିତ ଥିଲା ବୋଲି ସେ କହିଛନ୍ତି। ବୁଧବାର ଦକ୍ଷିଣ କରୋଲିନାର ପେଣ୍ଡଲଟନସ୍ଥିତ ଟି. ଏଡ୍‌ ଗ୍ୟାରିସନ୍‌ ଆରେନାରେ ରିପବ୍ଲିକାନ୍‌ ସମର୍ଥକଙ୍କ ଏକ ସମାବେଶକୁ ସମ୍ବୋଧିତ କରି ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button