ଲଗାତର କିଛି ଦିନ ହେବ ସାମ୍ନା କରି ଆସୁଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ସିନେ ନିର୍ମାତା ରାମ ଗୋପାଲ ବର୍ମା। ସେ ‘ବାର୍ ୨’ ଟିଜର୍ରୁ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କର ଏକ ବିକିନି ଫଟୋ ସେୟାର୍ କରି ଅଶାଳୀନ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ତାଙ୍କୁ ସୋସିଆଲ୍ ମିଡିଆ ଟ୍ରୋଲ୍ର ସାମ୍ନା କରିବାକୁ ପଡ଼ିଥିଲା। ଏବେ ସେହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରାମ ଗୋପାଲ୍।
Ram Gopal’s: ରାମ ଗୋପାଲଙ୍କ ବିବାଦୀୟ ମନ୍ତବ୍ୟ
ଗାତର କିଛି ଦିନ ହେବ ସାମ୍ନା କରି ଆସୁଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ସିନେ ନିର୍ମାତା ରାମ ଗୋପାଲ ବର୍ମା। ସେ ‘ବାର୍ ୨’ ଟିଜର୍ରୁ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କର ଏକ ବିକିନି ଫଟୋ....
