ଦେଶ ବିଦେଶ

Road Accident: ଭୟଙ୍କର ଦୁର୍ଘଟଣାରେ ୩ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ରାଜସ୍ଥାନର ଜୟପୁର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୪୮ର ବାଗରୁ ଅଞ୍ଚଳରେ ଏକ ମିନିବସ୍‌ ଓ ଟ୍ରଲର ମଧ୍ୟରେ ଧକ୍କା ହେବାରୁ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଥିବା ବେଳେ...

ଜୟପୁର: ରାଜସ୍ଥାନର ଜୟପୁର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୪୮ର ବାଗରୁ ଅଞ୍ଚଳରେ ଏକ ମିନିବସ୍‌ ଓ ଟ୍ରଲର ମଧ୍ୟରେ ଧକ୍କା ହେବାରୁ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଜୟପୁରର ଏସ୍‌ଏମ୍‌ଏସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିନିବସ୍‌ଟି ଖଟୁ ଶ୍ୟାମଙ୍କ ଦର୍ଶନ ପରେ ସାଲାସର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button