ରାଜ୍ୟ
Rourkela Circuit house Case ପ୍ରକାଶ ପାଶୱାନଙ୍କ ଆଉ ୨ ସହଯୋଗୀ ଗିରଫ, ଡିଲ୍ କରୁଥିଲେ ବଟି

ରାଉରକେଲା ପାନପୋଷ ସର୍କିଟ୍ ହାଉସ୍ରୁ ଅପରାଧୀ ଗିରଫ ମାମଲାରେ ପ୍ରକାଶ ପାଶୱାନଙ୍କ ଆଉ ୨ ସହଯୋଗୀ ଜନ ନାଏକ ଓ ଅମିତ ନାୟକଙ୍କୁ ପୁଲିସ ଗିରଫ କରିଛି। ବଟି ଟଙ୍କା କାରବାର ଅଭିଯୋଗ ସହ ମାମଲାରେ ମୋଟ ଗିରଫ ସଂଖ୍ୟା ୧୨ରେ ପହଞ୍ଚିଛି।
ସୌଜନ୍ୟ ସମ୍ବାଦ




