ଖେଳ
Shubman Gill: ନେଟ୍କୁ ଫେରିଲେ ଶୁବମନ ଗିଲ୍
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଭଲ ଖବର ଆସିଛି। ଆହତ ଯୋଗୁଁ ଶ୍ରୀଲଙ୍କା ଏକାଦଶ ବିପକ୍ଷ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଖେଳି ନଥିବା ଅଧିନାୟକ ଶୁବମନ ଗିଲ୍ ନେଟ୍କୁ ଫେରିଛନ୍ତି।

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଭଲ ଖବର ଆସିଛି। ଆହତ ଯୋଗୁଁ ଶ୍ରୀଲଙ୍କା ଏକାଦଶ ବିପକ୍ଷ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଖେଳି ନଥିବା ଅଧିନାୟକ ଶୁବମନ ଗିଲ୍ ନେଟ୍କୁ ଫେରିଛନ୍ତି। ରବିବାର ଅଭ୍ୟାସ ମ୍ୟାଚ୍ର ତୃତୀୟ ତଥା ଶେଷ ଦିନ ପୂର୍ବରୁ ଶୁବମନ ସାଇଡ୍ ନେଟ୍ରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛନ୍ତି।
ସୌଜନ୍ୟ ସମ୍ବାଦ




