ଦେଶ ବିଦେଶ
Six Children Death: ଭାଗଲପୁରରେ ଦୁଃଖଦ ଦୁର୍ଘଟଣା: ଗଙ୍ଗା ନଦୀରେ ବୁଡ଼ି ୬ ପିଲାଙ୍କ ମୃତ୍ୟୁ
ବିହାରର ଭାଗଲପୁରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ସୁଲତାନଗଞ୍ଜ ପୌର ପରିଷଦ ଅଞ୍ଚଳର ୱାର୍ଡ ନମ୍ବର ୨୭ ବିଷ୍ଣୁ ଟୋଲାର ଛଅ ଜଣ ପିଲା କର୍ମା-ଧର୍ମା ପୂଜାରେ ଗାଧୋଇବାକୁ ଯାଇ ଗଙ୍ଗା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ତରାଇତା ନାରାୟଣପୁର ଭାହିୟାରରେ ଏହି ଘଟଣା ଘଟିଛି।

ଭାଗଲପୁର:ବିହାରର ଭାଗଲପୁରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ସୁଲତାନଗଞ୍ଜ ପୌର ପରିଷଦ ଅଞ୍ଚଳର ୱାର୍ଡ ନମ୍ବର ୨୭ ବିଷ୍ଣୁ ଟୋଲାର ଛଅ ଜଣ ପିଲା କର୍ମା-ଧର୍ମା ପୂଜାରେ ଗାଧୋଇବାକୁ ଯାଇ ଗଙ୍ଗା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ତରାଇତା ନାରାୟଣପୁର ଭାହିୟାରରେ ଏହି ଘଟଣା ଘଟିଛି। ଏକା ସାଙ୍ଗରେ ଛଅ ଜଣ ପିଲାଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୌଜନ୍ୟ ସମ୍ବାଦ




