ଉଲ୍ଲେଖଯୋଗ୍ୟ, ବାଳକ ଦଳରେ ଆୟୁଷ୍ମାନ ମହାପାତ୍ର, ଅନୀ ସାଲବମ୍, ପୱନ ଯାଦବ, ଡୋଲାମଣୀ ଚିରଗୁନ, ସୁରେନ୍ଦ୍ର ବାଦ୍ରା, ଶିବ ମୁଣ୍ଡା, ମହେନ୍ଦ୍ର ହାଁସଦା, ଜୀବନ ନାୟକ, ସାଗର ଏକ୍କା, ଶୁକମନ ଭାତ୍ରା, କ୍ରିଷ୍ଣା ଅବିନାଶ, ଅଭିନନ୍ଦନ ସ୍ବାଇଁ, ସୋମନାଥ ସିଂହ, ନୟନ ପ୍ରଧାନ, ଜୀତେନ ବାଗ, ଜୁନେଶ ନନ୍ଦ, ରଞ୍ଜିତ କିଶାନ, ବିନ୍ଦୁ ବଳୟ ପରିଡ଼ା, ଶୁଦ୍ର ନାରାୟଣ ଭୋଇ ଓ ପ୍ରତୀକ ସ୍ଥାନ ପାଇଛନ୍ତି। ସେହିଭଳି ବାଳିକାରେ ତନୁଜା ବାର୍ଲା, ଗୁରୁପୂଜା ପରିଡ଼ା, ମେହେକ ବେଗମ, ପ୍ରୀତିମୟୀ ଭୁକ୍ତା, ସୁଶ୍ରୀ ସ୍ବାଗତକା ସାମନ୍ତରାୟ, ଲକ୍ଷ୍ମୀପ୍ରୀୟା ନାଥ, ତନ୍ମୟୀ ସିଂହ, ସସ୍ମିତା ବେହେରା, ପାର୍ବତୀ ହାଁସଦା, ରେଖା କୁମାରୀ ସା, ଅମୀଷା ଓରାମ ଓ ଚମ୍ପା ଭାତ୍ରା ଅଛନ୍ତି। କୋଚ୍ ଓ ମ୍ୟାନେଜରଭାବେ କ୍ୟାପଟେନ ସତ୍ୟ ନାରାୟଣ ରାଉତ, ଲଷ୍ମୀଧର ବେହେରା ଓ କିରଣ ଏରିକା ଖାଲଖୋ ଦଳ ସହ ଯାତ୍ରା କରିଛନ୍ତି। ଅନ୍ତର୍ଜାତୀୟ ହକି ବୈଷୟିକ ଅଫିସିଆଲ, ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ପ୍ରଫେସର ହରିହର ଦାଶ, ପୂର୍ବତନ ଜାତୀୟ ହକି ଖେଳାଳି ବେର୍ଥl କେରକେଟା ଉପସ୍ଥିତ ରହି ଦଳକୁ ଦଳକୁ ଶୁଭେଚ୍ଛା ଜଣାଇଥିଲେ।