Students Drown: ଅବହେଳା ପାଇଁ ଅବେଳରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଆଜି ନଦୀରେ ବୁଡ଼ି ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅବହେଳା ଏବଂ ଜଳର ବଳକୁ ଜାଣି ନପାରି ଅସାବଧାନ ଯୋଗୁଁ ଏହି ଅଘଟଣ ଘଟିଛି। ଭାର୍ଗବୀ ନଦୀ ଏବଂ ବୈତରଣୀ ନଦୀରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ବାଲିପାଟଣା/ହାଟଡିହି: ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଆଜି ନଦୀରେ ବୁଡ଼ି ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅବହେଳା ଏବଂ ଜଳର ବଳକୁ ଜାଣି ନପାରି ଅସାବଧାନ ଯୋଗୁଁ ଏହି ଅଘଟଣ ଘଟିଛି। ଭାର୍ଗବୀ ନଦୀ ଏବଂ ବୈତରଣୀ ନଦୀରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ନଦୀକୂଳରେ ରିଲ୍‌ସ କରିବା ସମୟରେ ଭାର୍ଗବୀ ନଦୀରେ ବିଜେବି କଲେଜର ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍‌ଣରେ ୨ଟି ଗୋଷ୍ଠୀର ୬ ଜଣ ଛାତ୍ର କୌଶଲ୍ୟାଗଙ୍ଗ ଫାଣ୍ଡି ପୁବାଶାସନ ନିକଟ ଭାର୍ଗବୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ପିଲାମାନେ ଗାଧୋଇବା ପୂର୍ବରୁ ସେଠାରେ ମୋବାଇଲ ଫୋନରେ ରିଲ୍‌ସ କରୁଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ତିନି ଜଣ ଖସିପଡ଼ି ଥିଲେ।

ସୌଜନ୍ୟ ସମ୍ବାଦ

Exit mobile version