ଖେଳ
T20: ଆମେରିକା, କାନାଡାରେ ୨ଟି ଟ୍ବେଣ୍ଟି-୨୦ ଖେଳିବ ଭାରତ!
ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଭାରତୀୟ କ୍ରିକେଟ୍ ଦଳ ଉତ୍ତର ଆମେରିକାରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବା ସମ୍ଭାବନା ରହିଛି। ଏଥିପାଇଁ ଆମେରିକାର ୱାସିଂଟନ୍ ଡିସି, ଲସ୍ଏଞ୍ଜେଲସ୍ ଓ କାନାଡାର ଟରଣ୍ଟୋକୁ ସମ୍ଭାବ୍ୟ ସ୍ଥାନ ଭାବେ ବିଚାର କରାଯାଉଛି।

ମୁମ୍ବାଇ: ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଭାରତୀୟ କ୍ରିକେଟ୍ ଦଳ ଉତ୍ତର ଆମେରିକାରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବା ସମ୍ଭାବନା ରହିଛି। ଏଥିପାଇଁ ଆମେରିକାର ୱାସିଂଟନ୍ ଡିସି, ଲସ୍ଏଞ୍ଜେଲସ୍ ଓ କାନାଡାର ଟରଣ୍ଟୋକୁ ସମ୍ଭାବ୍ୟ ସ୍ଥାନ ଭାବେ ବିଚାର କରାଯାଉଛି।
ସୌଜନ୍ୟ ସମ୍ବାଦ




