ମନୋରଞ୍ଜନ

Hanuman Ansh: ୬ ଫିଲ୍ମକୁ ପଛରେ ପକାଇଲା ‘ହନୁମାନ ଅଂଶ’

କମ୍‌ ବଜେଟ୍‌ରେ ନିର୍ମିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରୁଛି। ପ୍ରାୟ ୨ କୋଟି ଟଙ୍କା ବଜେଟ୍‌ର ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିସାରିଛି। ଏବେ ପଞ୍ଚମ ସପ୍ତାହରେ ମଧ୍ୟ ଏହାର ଆୟ ଜାରି ରହିଛି। ଏହି ଫିଲ୍ମ ‘ଟକ୍ସିକ୍‌’ ସମେତ ୬ଟି ଫିଲ୍ମକୁ ପଛରେ ପକାଇଛି।

ମୁମ୍ବାଇ: କମ୍‌ ବଜେଟ୍‌ରେ ନିର୍ମିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରୁଛି। ପ୍ରାୟ ୨ କୋଟି ଟଙ୍କା ବଜେଟ୍‌ର ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିସାରିଛି। ଏବେ ପଞ୍ଚମ ସପ୍ତାହରେ ମଧ୍ୟ ଏହାର ଆୟ ଜାରି ରହିଛି। ଏହି ଫିଲ୍ମ ‘ଟକ୍ସିକ୍‌’ ସମେତ ୬ଟି ଫିଲ୍ମକୁ ପଛରେ ପକାଇଛି। ବିଶାଳ ଚତୁର୍ବେଦୀଙ୍କ ନିର୍ଦ୍ଦେଶିତ ‘ହନୁମାନ ଅଂଶ’ ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ଶୋଭିନବ ସତ୍ୟା ନୀମ କରୋଲି ବାବାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ୩୪ତମ ଦିନରେ ଫିଲ୍ମଟି ୧୦.୨୫ କୋଟି ଟଙ୍କା ଆୟ କରିଛି। ଭାରତରେ ଏହାର ମୋଟ ନେଟ୍‌ ଆୟ ୧୫୩.୧୩ କୋଟି ଓ ଗ୍ରସ୍‌ ଆୟ ୧୮୦.୯୫ କୋଟି ଟଙ୍କାରେ ପହଞ୍ଚିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button