ଖେଳ
Thomas Cup: ଦିଲ୍ଲୀରେ ଥୋମାସ୍ ଓ ଉବେର କପ୍; ଘୋଷଣା କଲା ବିଶ୍ୱ ବ୍ୟାଡ୍ମିଣ୍ଟନ୍ ମହାସଂଘ
ବିଶ୍ୱ ବ୍ୟାଡ୍ମିଣ୍ଟନ୍ର ଅନ୍ୟତମ ମର୍ଯ୍ୟାଦାଜନକ ଦଳଗତ ପ୍ରତିଯୋଗିତା ଥୋମାସ୍ ଓ ଉବେର କପ୍ର ୨୦୨୮ ସଂସ୍କରଣ ଆୟୋଜନ କରିବ ଭାରତ। ନୂଆଦିଲ୍ଲୀରେ ଏହି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ବୁଧବାର ବିଶ୍ୱ ବ୍ୟାଡ୍ମିଣ୍ଟନ୍ ମହାସଂଘ...

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡ୍ମିଣ୍ଟନ୍ର ଅନ୍ୟତମ ମର୍ଯ୍ୟାଦାଜନକ ଦଳଗତ ପ୍ରତିଯୋଗିତା ଥୋମାସ୍ ଓ ଉବେର କପ୍ର ୨୦୨୮ ସଂସ୍କରଣ ଆୟୋଜନ କରିବ ଭାରତ। ନୂଆଦିଲ୍ଲୀରେ ଏହି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ବୁଧବାର ବିଶ୍ୱ ବ୍ୟାଡ୍ମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁଏଫ୍) ଘୋଷଣା କରିଛି। ପୁରୁଷଙ୍କ ଥୋମାସ୍ କପ୍ ଓ ମହିଳାଙ୍କ ଉବେର କପ୍କୁ ନେଇ ଏହି ବିଶ୍ୱ ଦଳଗତ ଚାମ୍ପିୟନ୍ସିପ୍ ଶେଷ ଥର ପାଇଁ ଭାରତରେ ୨୦୧୪ରେ ଆୟୋଜିତ ହୋଇଥିଲା।
ସୌଜନ୍ୟ ସମ୍ବାଦ




