ଦେଶ ବିଦେଶ

Explosion Fear:: ଆମେରିକାରେ ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥ ଲିକ୍: ବିସ୍ଫୋରଣ ଆଶଙ୍କା

ୱାସିଂଟନ: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବିପଜ୍ଜନକ ରାସାୟନିକ ପଦାର୍ଥ ଲିକ୍ ହୋଇଥିବା ରିପୋର୍ଟ ହୋଇଛି। ପ୍ରାୟ ୪୦ ହଜାର ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, ପ୍ଲାଷ୍ଟିକ୍ ଅଂଶ ତିଆରିରେ ବ୍ୟବହୃତ ଏକ ବିପଜ୍ଜନକ ରାସାୟନିକ ପଦାର୍ଥ ଲିକ୍ ହୋଇଛି।

 

ସୌଜନ୍ୟ ସମ୍ବାଦ

Show More
Back to top button