Breaking

Two Former Engineers Convicted: ମାନେଶ୍ୱର ବ୍ଲକର ଦୁଇ ପୂର୍ବତନ ଯନ୍ତ୍ରୀଙ୍କୁ ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀସଦାନନ୍ଦ ପ୍ରଧାନ  ଓ ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାଶ, ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ। ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ, ଓଡ଼ିଶା ଭିଜିଲାନ୍ସଏକ ଦୁର୍ନୀତି ମାମଲାରେ ମାନେଶ୍ୱର ବ୍ଲକର ଦୁଇ ପୂର୍ବତନ ଯନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି।

 

ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ

ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ଏବେ ପୂର୍ବତନ ଏଇ (ଅବସରପ୍ରାପ୍ତ)  ସଦାନନ୍ଦ ପ୍ରଧାନଙ୍କ ପେନସନ ବନ୍ଦ କରିବା ଏବଂ ବ୍ରୁତାଙ୍ଗ ଜଳସେଚନ ପ୍ରକଳ୍ପ, ଦଶପଲ୍ଲା, ଜିଲ୍ଲା-ନୟାଗଡ଼ର  ବିରଞ୍ଚି ନାରାୟଣ ଦାଶ, ଏଇଙ୍କୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button