villain: ଧୀରେନ୍ ବନିଲେ ଭିଲେନ୍

ଅଜୟ ରଥଙ୍କ ନିର୍ଦ୍ଦେଶିତ ‘ଆଇଆଇସି ଧୀରେନ୍’ରେ ଶୀର୍ଷକ ଭୂମିକାରେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ ଧୀରେନ୍‌। ତାଙ୍କ ଅଭିନୀତ ଚାରିଟି ଓଡ଼ିଆ ଛବି ‘ବଦମାସିଆ ପ୍ରେମ’, ‘କେମିତି ପ୍ରେମ’, ‘ଲଙ୍କାଗଡ଼’ ଓ ‘ଲାଇନବାଲା’ ଏବେ ରିଳିଜ୍‌ ଅପେକ୍ଷାରେ ରହିଛି ।

ଅଜୟ ରଥଙ୍କ ନିର୍ଦ୍ଦେଶିତ ‘ଆଇଆଇସି ଧୀରେନ୍’ରେ ଶୀର୍ଷକ ଭୂମିକାରେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ ଧୀରେନ୍‌। ତାଙ୍କ ଅଭିନୀତ ଚାରିଟି ଓଡ଼ିଆ ଛବି ‘ବଦମାସିଆ ପ୍ରେମ’, ‘କେମିତି ପ୍ରେମ’, ‘ଲଙ୍କାଗଡ଼’ ଓ ‘ଲାଇନବାଲା’ ଏବେ ରିଳିଜ୍‌ ଅପେକ୍ଷାରେ ରହିଛି । ପ୍ରଥମ ତିନିଟିରେ ନାୟକ ଭୂମିକାରେ ଅଛନ୍ତି ଧୀରେନ। ହେଲେ ଶେଷ ଛବିରେ ତାଙ୍କୁ ନାୟକ ନୁହେଁ ବରଂ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ସତ୍ୟଘଟଣା ଉପରେ ଆଧାରିତ ‘ଲାଇନବାଲା’ରେ ପ୍ରଥମ ଥର ଲାଗି ସେ ନେଗେଟିଭ୍ ରୋଲ୍‌ରେ ନଜର ଆସିବେ। ତାଙ୍କ ଅଭିନୀତ ଚରିତ୍ରର ନାମ ରହିଛି ବିକ୍ରମ।

Exit mobile version