ଦେଶ ବିଦେଶ

War: ଇରାନକୁ ରୋକିବାକୁ ହେବ: ଆମେରିକାକୁ ସୂଚନା ଦେଲେ ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଇରାନ ଉପରେ ରାସାୟନିକ ଅସ୍ତ୍ର ବିକଶିତ କରିବାର ଅଭିଯୋଗ ଆଣିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଇରାନକୁ ସେଗୁଡ଼ିକର ବ୍ୟବହାର ରୋକିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ତେଲ ଅଭିଭ:ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଇରାନ ଉପରେ ରାସାୟନିକ ଅସ୍ତ୍ର ବିକଶିତ କରିବାର ଅଭିଯୋଗ ଆଣିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଇରାନକୁ ସେଗୁଡ଼ିକର ବ୍ୟବହାର ରୋକିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ସେ ଇରାନ ଉପରେ ହୋଇଥିବା ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣକୁ ସମର୍ଥନ କରି ଦାବି କରିଛନ୍ତି ଯେ, ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଏବଂ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button