ଦେଶ ବିଦେଶ
Yogi Cabinet: ଦୁଷ୍କର୍ମ-ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମିଳିବ ୧୫ ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପାମୂଳକ ରାଶି
ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମହିଳା ଏବଂ ନାବାଳିକାଙ୍କ ସୁରକ୍ଷା ସହିତ ସମ୍ମାନକୁ ଗୁରୁତ୍ବ ଦେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦର ବୈଠକରେ ଉତ୍ତର ପ୍ରଦେଶ ରାଣୀ ଲକ୍ଷ୍ମୀବାଇ...

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମହିଳା ଏବଂ ନାବାଳିକାଙ୍କ ସୁରକ୍ଷା ସହିତ ସମ୍ମାନକୁ ଗୁରୁତ୍ବ ଦେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦର ବୈଠକରେ ଉତ୍ତର ପ୍ରଦେଶ ରାଣୀ ଲକ୍ଷ୍ମୀବାଇ ମହିଳା ଏବଂ ଶିଶୁ ସମ୍ମାନ କୋଷ ନିୟମାବାଳୀ ୨୦୨୬କୁ ମଂଜୁରୀ ପ୍ରଦାନ କରାଯାଇଛି।
ସୌଜନ୍ୟ ସମ୍ବାଦ




