ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ନୂଆବର୍ଷ ୨୦୨୬ ବହୁତ ଖାସ । ଏହି ବର୍ଷ ଅନେକ ଆଶାୟୀ ନିଜ ସ୍ବପ୍ନ ପୂରଣ ଲାଗି ଆଶାବାଦୀ । ତେବେ ଏହି ବର୍ଷ, କେଉଁ ପରୀକ୍ଷା କେବେ ହେବ, ସେନେଇ ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି । ୨୦୨୬ ମସିହା ପାଇଁ ‘ପରୀକ୍ଷା କ୍ୟାଲେଣ୍ଡର’ ଏକ ସ୍ଥିତି ସ୍ପଷ୍ଟ କରୁଛି । ବିଶେଷ କରି ଜାତୀୟ ପ୍ରବେଶିକା ପରୀକ୍ଷା କେବେ ହେବ ତାହା ଜଣାପଡ଼ିଛି ।
ଆପଣ ଯଦି ପ୍ରତିଯୋଗିତାମୂଳକ କିମ୍ବା ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି ପ୍ରାରମ୍ଭିକ ରୂପରେଖା ଭଲ ଯୋଜନା କରିବାରେ ସାହାଯ୍ୟ କରିବ। ଏକ ସମ୍ଭାବ୍ୟ ତାରିଖ ନେଇ ଧାରଣା ମିଳିଯିବା ପରେ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ସେହି ଅନୁସାରେ ପ୍ରସ୍ତୁତ ହୋଇପାରିବେ ।
| ପରୀକ୍ଷା | ସମୟସୂଚୀ |
| JEE ମେନ୍ 2026 ସେସନ୍ ୧ | ଜାନୁଆରୀ ୨୧ ରୁ ଜାନୁଆରୀ ୩୦, ୨୦୨୬ |
| JEE ମେନ୍ 2026 ସେସନ୍ ୨ | ୨ ଏପ୍ରିଲରୁ ୯ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ |
| JEE ଆଡଭାନ୍ସଡ୍ 2026 | ୧୭ ମେ’, ୨୦୨୬ (ସମ୍ଭାବନା) |
| CUET 2026 | ମେ ୨୦୨୬ (ସମ୍ଭାବନା) |
| ଜିପିଏଟି | ମାର୍ଚ୍ଚ ୭, ୨୦୨୬ |
| ଏଫଏମଜିଇ | ଜାନୁଆରୀ ୧୭, ୨୦୨୬ |
NEET UG 2026 ଟାଇମଲାଇନ୍
| ଇଭେଣ୍ଟ | ତାରିଖ |
| ପରୀକ୍ଷା ତାରିଖ | ୩ ମଇ, ୨୦୨୬ |
| ଆଡମିଟ୍ କାର୍ଡ ରିଲିଜ୍ | ଏପ୍ରିଲ୍ ୨୦୨୬ |
| ଅସ୍ଥାୟୀ ଉତ୍ତର କି | ୨୦୨୬ ମେ ମାସର ଚତୁର୍ଥ ସପ୍ତାହ |
| ଫାଇନାଲ୍ ଆନ୍ସର କି ଏବଂ ଫଳାଫଳ | ୨୦୨୬ ଜୁନ୍ ଦ୍ୱିତୀୟ ସପ୍ତାହ |
| Counselling | ଜୁଲାଇ ୧, ୨୦୨୬ |
UPSC ପରୀକ୍ଷା
| Stage | Expected timeline |
| ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା | ୨୦୨୬ ମେ’ ଶେଷ କିମ୍ବା ଜୁନ୍ ଆରମ୍ଭ |
| ସିଭିଲ ସର୍ଭିସେସ୍ ମେନ ପରୀକ୍ଷା | ସେପ୍ଟେମ୍ବର ୨୦୨୬ |
| Personality test | ୨୦୨୭ ଆରମ୍ଭରେ |
CBSE ବୋର୍ଡ ପରୀକ୍ଷା
| Board | Duration |
| CBSE Class 10 | February 17 to April 9, 2026 |
| CBSE Class 12 | February 17 to April 4, 2026 |
ICSE ଏବଂ ISC ବୋର୍ଡ ପରୀକ୍ଷା ତାରିଖ
| ପରୀକ୍ଷା | ଆରମ୍ଭ ତାରିଖ | ଶେଷ ତାରିଖ |
| ICSE Class 10 | ୧୭ ଫେବୃଆରୀ, ୨୦୨୬ | ମାର୍ଚ୍ଚ ୩୦, ୨୦୨୬ |
| ISC Class 12 | ଫେବୃଆରୀ ୧୨, ୨୦୨୬ | ଏପ୍ରିଲ୍ ୬, ୨୦୨୬ |
ସୌଜନ୍ୟ ସମ୍ବାଦ
