ମନୋରଞ୍ଜନ

Mani-Majumdar: ଜାଣନ୍ତି କି? ଏକାଠି ହୋଇନାହାନ୍ତି ମଣି-ମଜୁମ୍‌ଦାର

ଓଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ‘କାଶିଆ କପିଳା’(୨୦୦୦)ରୁ ସିନେ କ୍ୟାରିଅର୍ ଆରମ୍ଭ କରିଥିଲେ। ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ମହାପାତ୍ର।

ଓଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ‘କାଶିଆ କପିଳା’(୨୦୦୦)ରୁ ସିନେ କ୍ୟାରିଅର୍ ଆରମ୍ଭ କରିଥିଲେ। ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ମହାପାତ୍ର। ଏହାପରେ ଅଭିଜିତ ଆଉ ପଛକୁ ଫେରି ଚାହିଁନାହାନ୍ତି। ୨୬ ବର୍ଷର ସିନେ କ୍ୟାରିଅର୍ ଭିତରେ ସେ ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ଜ୍ୟୋତି ପ୍ରକାଶ, ଏନ୍‌ ପାଢ଼ୀ, ସଞ୍ଜୟ ନାୟକ, ଅଶୋକ ପତି, ଏସ୍ କେ ମୁରଲୀଧରନ୍, ସୁଧାକର ବସନ୍ତ, ଜ୍ୟୋତି ଦାସ, ମୁରଲୀକ୍ରିଷ୍ଣା, ଶ୍ରୀତମ୍ ଦାସ, ଦିଲୀପ ପଣ୍ଡା, ମୃତ୍ୟୁଞ୍ଜୟ ସାହୁ, ତାପସ ସରଘରିଆ, ନିରଞ୍ଜନ ବେହେରା ଓ ରମେଶ ରାଉତଙ୍କ ପରି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ବିଭିନ୍ନ ଓଡ଼ିଆ ଛବିରେ ସ୍ବର ସଂଯୋଜନା କରିବାର ସୁଯୋଗ ପାଇଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button