ଦେଶ ବିଦେଶ
Shiv Raj singh Chouhan: ଯେଉଁମାନେ ରାମଙ୍କୁ ବିରୋଧ କରୁଥିଲେ ସେମାନେ ଶିବଙ୍କ କଥା କହୁଛନ୍ତି
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟ ଦଳର ସାଂସଦ ଓ ନେତା ସୋମବାର ବାରାଖମ୍ବା ରୋଡରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ।

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟ ଦଳର ସାଂସଦ ଓ ନେତା ସୋମବାର ବାରାଖମ୍ବା ରୋଡରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ତୀବ୍ର ଆକ୍ରମଣ କରିଥିଲେ। ଶିବରାଜ ରାହୁଲଙ୍କ ପ୍ରତିବାଦ ଶୋଭାଯାତ୍ରାକୁ ‘ନାଟକ’ ବୋଲି କହିଥିଲେ।
ସୌଜନ୍ୟ ସମ୍ବାଦ




