ମନୋରଞ୍ଜନ

‘Challenge’ on the small screen: ଛୋଟ ପରଦାରେ ‘ଚ୍ୟାଲେଞ୍ଜ’

ଗତ ଦଶହରା ଅବସରରେ ବଡ଼ ପରଦାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଫିଲ୍ମ ‘ଚ୍ୟାଲେଞ୍ଜ’ ଏବେ ଛୋଟ ପରଦାରେ ପ୍ରଦର୍ଶିତ ହେବ। ଆସନ୍ତା ୧୧ ତାରିଖରେ ଜୀ ସାର୍ଥକରେ ଏହା ପ୍ରସାରିତ ହେବ। ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାରେ ଅର୍ଦ୍ଧେନ୍ଦୁ....

ଗତ ଦଶହରା ଅବସରରେ ବଡ଼ ପରଦାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଫିଲ୍ମ ‘ଚ୍ୟାଲେଞ୍ଜ’ ଏବେ ଛୋଟ ପରଦାରେ ପ୍ରଦର୍ଶିତ ହେବ। ଆସନ୍ତା ୧୧ ତାରିଖରେ ଜୀ ସାର୍ଥକରେ ଏହା ପ୍ରସାରିତ ହେବ। ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାରେ ଅର୍ଦ୍ଧେନ୍ଦୁ, ଏଲିନା, ଲିପି, ପୁପିନ୍ଦର, ପୁନିତ ଇସାର୍,  ରବି ମିଶ୍ର, ପୃଥ୍ବୀରାଜ ନାୟକ, ରତନ ମେହେର, ହରିହର ମହାପାତ୍ର, ଶକ୍ତି ବରାଳ, ମାମୁନି ମିଶ୍ର, ସନ୍ତୁ ନିଜେ, ଭକ୍ତି ଓ ବିଭାସ ପ୍ରମୁଖ ଅଭିନୟ କରିଛନ୍ତି। ସାଇ କିରଣ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ଓ ମାନସ ପଢ଼ିଆରୀଙ୍କ କାହାଣୀ ଓ ସଂଳାପରେ ସମୃଦ୍ଧ ଏହି ସିନେମାରେ ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button