ଓଡିଶା

ରେଳ ଷ୍ଟେସନରେ ଲାଗିଲା ନିଆଁ, ପୁରା ଅଞ୍ଚଳ ଧୁଆଁମୟ

ଝାରସୁଗୁଡ଼ା ୧୩।୦୧ : ଷ୍ଟେସନରେ ଲାଗିଛି ନିଆଁ । ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ପୁରା ପ୍ଲାଟଫର୍ମ ପରିସର କଳାଧୂଆଁରେ ଆଚ୍ଛାଦିତ ହୋଇଥିଲା । ଯାହାପରେ ଷ୍ଟେସନ ପରିସରରେ ଉପସ୍ଥିତ ଥିବା ଲୋକେ ବାହାରକୁ ଦୌଡି ଆସିଥିଲେ ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button