ଅପରାଧଓଡିଶା

Double Murder Accused Arrested: ବିବାହ ବାହାନା ଦେଖାଇ ଛୁ’ ମାରିଥିଲା, ମାଡ଼ି ବସିଲା ପୋଲିସ

ଜାମିନ ଯାଇ ଫେରାର ଥିଲା ଅଭିଯୁକ୍ତ କୁନା ଓରଫ କୁନାଲ ନକୁଳ ସ୍ବାଇଁ। ସେ ଓଡିଶାର ହୋଇଥିବା ବେଳେ ୨୦୧୭ରେ ସୁରଟରେ ଏକ ଡବଲ ମର୍ଡର ମାମଲାରେ ଗିରଫ ହୋଇଥିଲେ। ୨୦୨୨ ଜାନୁଆରୀରେ ବିବାହ ବାହାନାରେ ଅନ୍ତରୀଣ ଜାମିନରେ ଯାଇ ଫେରାର ଥିଲେ।

ସୁରଟ ପୋଲିସକୁ ବଡ ସଫଳତା। ଚାରି ବର୍ଷ ପରେ ଗିରଫ ହେଲା ଡବଲ୍ ମର୍ଡର ମାମଲାରେ ଫେରାର ଅଭିଯୁକ୍ତ। ବିବାହ ବାହାନାରେ ଅନ୍ତରୀଣ ଜାମିନ ଯାଇ ଫେରାର ଥିଲା ଅଭିଯୁକ୍ତ କୁନା ଓରଫ କୁନାଲ ନକୁଳ ସ୍ବାଇଁ।

ଅଭିଯୁକ୍ତ ଓଡିଶାର ହୋଇଥିବା ବେଳେ ୨୦୧୭ରେ ସୁରଟରେ ଏକ ଡବଲ ମର୍ଡର ମାମଲାରେ ଗିରଫ ହୋଇଥିଲେ। ୨୦୨୨ ଜାନୁଆରୀରେ ବିବାହ ବାହାନାରେ ଅନ୍ତରୀଣ ଜାମିନରେ ଯାଇ ଫେରାର ଥିଲେ।

ଦିଲ୍ଲୀରେ ନାମ ବଦଳାଇ ନକଲି ପ୍ଲମ୍ବର ଭାବରେ ରହୁଥିଲେ। ପରେ ସୁରଟ ଫେରି ଗୁପ୍ତ ଭାବରେ କାମ କରୁଥିଲେ। ଖବର ପାଇ କ୍ରାଇମବ୍ରାଂଚ ଅଭିଯୁକ୍ତ କୁନାଲକୁ ଗିରଫ କରିଛି।

 

ସୁରଟ ପୋଲିସକୁ ବଡ଼ ସଫଳତା
ଚାରି ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ
ଅଭିଯୁକ୍ତ କୁନା ଓଡି଼ଶାର ହୋଇଥିବା ସୂଚନା
ଡବଲ୍ ମର୍ଡର ମାମଲାରେ ଗିରଫ କରିଥିଲା ପୋଲିସ
୨୦୨୨ରୁ ବିବାହ ବାହାନରେ ଅନ୍ତରୀଣ ଜାମିନରେ ଯାଇଥିଲେ
ଦିଲ୍ଲୀରେ ନାମ ବଦଳାଇ ରହୁଥିଲା ଫେରାର ଅଭିଯୁକ୍ତ
ସୁରଟ ଫେରିବା ପରେ ଗିରଫ କରିଛି ପୋଲିସ

ସୌଜନ୍ୟ OTV

Leave a Reply

Your email address will not be published. Required fields are marked *

Back to top button