Trump-Khamenei: ଟ୍ରମ୍ପଙ୍କ ଭୟରେ ଉତ୍ତରାଧିକାରୀ ଘୋଷଣା କଲେ ଖେମିନି, ଇରାନ ନିକଟରେ ପହଞ୍ଚିଲା ଆମେରିକାର ଯୁଦ୍ଧପୋତ…

ତେହେରାନ: ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ। ବିଶେଷତଃ ଇସଲାମିକ୍ ଶାସନ ମୁଖ୍ୟ ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ହତ୍ୟା କରିବାକୁ ଚାହୁଛି ଆମେରିକା। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଦଶା ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି ଖେମିନି। ତେଣୁ ସେ ନିଜର ଉତ୍ତରାଧିକାରୀ ସ୍ଥିର କରିବା ସହ ଏକ ବଙ୍କରରେ ଲୁଚି ରହିଥିବା କୁହାଯାଉଛି।

ସୌଜନ୍ୟ ସମ୍ବାଦ