ଦେଶ ବିଦେଶ

Supreme Court reserves verdict: ବୁଲା କୁକୁର ମାମଲା‌: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ବୁଲା କୁକୁର ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାରେ କୁକୁରପ୍ରେମୀ, କୁକୁରକାମୁଡ଼ାର ଶିକାର ବ୍ୟକ୍ତି, ପ୍ରାଣୀମାନଙ୍କ ଅଧିକାର ପାଇଁ ଲଢ଼ୁଥିବା ସାମାଜିକ କର୍ମୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ....

ନୂଆଦିଲ୍ଲୀ: ବୁଲା କୁକୁର ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାରେ କୁକୁରପ୍ରେମୀ, କୁକୁରକାମୁଡ଼ାର ଶିକାର ବ୍ୟକ୍ତି, ପ୍ରାଣୀମାନଙ୍କ ଅଧିକାର ପାଇଁ ଲଢ଼ୁଥିବା ସାମାଜିକ କର୍ମୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟ ମଧ୍ୟ ସମସ୍ତ ପକ୍ଷଙ୍କୁ ସପ୍ତାହକ ମଧ୍ୟ‌ରେ ଜବାବ ଦାଖଲ ପାଇଁ କହିଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button