Mystery Surrounds Woman’s Death: ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା, କାରଣ ଅସ୍ପଷ୍ଟ

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା। ସମ୍ବଲପୁର ବୁର୍ଲାରେ ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା। ଲୋକେ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମୃତଦେହ ଉଦ୍ଧାର କଲା ପୋଲିସ।

ମୃତକ ମହିଳାଜଣକ ବୁର୍ଲାର ବୋଲି ଜଣାପଡିଛି। କାହିଁକି ଜୀବନ ହାରିଲେ କାରଣ ଅସ୍ପଷ୍ଟ ରହିଛି। ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।…

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା

ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା
ସମ୍ବଲପୁର ବୁର୍ଲାରେ ଲୋକେ ଅଟକାଇବାକୁ ଉଦ୍ୟମ କରି ବିଫଳ
ମୃତଦେହ ଉଦ୍ଧାର କଲା ପୋଲିସ
ମୃତକ ମହିଳା ଜଣକ ବୁର୍ଲାର
କାହିଁକି ଜୀବନ ହାରିଲେ କାରଣ ଅସ୍ପଷ୍ଟ

ସୌଜନ୍ୟ OTV