
ଭୁବନେଶ୍ବର ୩୦।୩: ରାଜଧାନୀରେ ଗଣଦୁଷ୍କର୍ମ ଅଭିଯୋଗ । ଷ୍ଟେସନରେ ଛାଡ଼ିବା ଆଳ ଦେଖାଇ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସକାଣ୍ଡ । ସାହାରା ଦେବାକୁ କହି ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ତେବେ ଅଭିଯୁକ୍ତଙ୍କୁ କାବୁ କରିବା ସହ ଆଜି କୋର୍ଟଚାଲାଣ କରିଛି ପୋଲିସ । ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରିଛି ତମାଣ୍ଡୋ ଥାନା ପୋଲିସ ।
ସୌଜନ୍ୟ Prameya News7




