ରାଜ୍ୟ
Andhra Minister: କୋଟିଆରେ ଆନ୍ଧ୍ର ମନ୍ତ୍ରୀଙ୍କ ରାସ୍ତାର ଉଦଘାଟନ

ପଟ୍ଟାଙ୍ଗି: କୋଟିଆର ନେରେଡିବାଲସା ଗାଁ ରେ ଆନ୍ଧ୍ର ର ଆଦିବାସୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୁମୁଡ଼ି ସଂଧ୍ୟାରାଣୀ। ନେରେଡିବାଲସା ଗାଁ ରେ ପହଞ୍ଚି ସେ ତାଣ୍ଡିଗାରୁ ନେରେଡିବାଲସା ରାସ୍ତାର ଉଦଘାଟନ କରିଛନ୍ତି।
ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି ମନ୍ତ୍ରୀ
ନେରେଡିବାଲସା ଗାଁରେ ସମସ୍ତ ସୀମାନ୍ତବାସୀଙ୍କୁ ଏକତ୍ରିତ କରି ଏକ ବୈଠକରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି ମନ୍ତ୍ରୀ ।
ସୌଜନ୍ୟ ସମ୍ବାଦ




