ରାଶିଫଳ

Horoscope Today : ଜୁଲାଇ ୯ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଶୁଭ ସମୟ। କାର୍ଯ୍ୟକ୍ଷେତ୍ରରେ ସୁଖଦ ଖବର ମିଳିପାରେ। ନୂତନ ଯୋଜନା ଆରମ୍ଭ କରିବାରେ ସଫଳତା ମିଳିବ। ବନ୍ଧୁମାନଙ୍କ ସହ ସମୟ କାଟିବେ। ଯାତ୍ରାର ସୁଯୋଗ ମିଳିପାରେ। ଆର୍ଥିକ ଲାଭ ବଢ଼ିବ।

ମେଷ– ମନ ଶାନ୍ତ ରହିବ, କିନ୍ତୁ କାର୍ଯ୍ୟରେ କିଛି ବିଳମ୍ବ ହୋଇପାରେ। ଧନ ଲାଭର ସୁଯୋଗ ଥିବା ସତ୍ୱେ ବ୍ୟୟ ବଢ଼ିପାରେ। ପରିବାରର ସହଯୋଗ ମିଳିବ ଓ ଆତ୍ମବିଶ୍ୱାସ ବଢ଼ିବ। ନୂତନ କାମ ଆରମ୍ଭରେ ଭଲ ଫଳ ମିଳିପାରେ। ଜ୍ୟେଷ୍ଠଙ୍କ ପରାମର୍ଶ ଉପକାରୀ ହେବ।

ବୃଷ– ଦିନଟି ମଧ୍ୟମ ଫଳଦାୟକ। କାମରେ ଚାପ ଥିବାରୁ ମନ ଚଞ୍ଚଳ ରହିପାରେ। ସ୍ୱାସ୍ଥ୍ୟରେ ଲଘୁ ସମସ୍ୟା ହୋଇପାରେ। ଧେର୍ଯ୍ୟ ଧରି କାମ କଲେ ସଫଳତା ମିଳିବ। ପରିବାର ସହ ଛୋଟ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ବଞ୍ଚନ୍ତୁ।

ମିଥୁନ– ଶୁଭ ସମୟ। କାର୍ଯ୍ୟକ୍ଷେତ୍ରରେ ସୁଖଦ ଖବର ମିଳିପାରେ। ନୂତନ ଯୋଜନା ଆରମ୍ଭ କରିବାରେ ସଫଳତା ମିଳିବ। ବନ୍ଧୁମାନଙ୍କ ସହ ସମୟ କାଟିବେ। ଯାତ୍ରାର ସୁଯୋଗ ମିଳିପାରେ। ଆର୍ଥିକ ଲାଭ ବଢ଼ିବ।

କର୍କଟ– କିଛି ଚିନ୍ତା ଓ ଅସ୍ଥିରତା ରହିପାରେ। କାର୍ଯ୍ୟରେ ବାଧା ଆସିପାରେ। ଧନ ବ୍ୟୟ ବଢ଼ିପାରେ, ସତର୍କ ରୁହନ୍ତୁ। ପରିବାର ସହ ସମ୍ପର୍କ ସୁଧାରିବା ଦରକାର। ଶାନ୍ତ ମନରେ ନିଷ୍ପତ୍ତି ନିଅନ୍ତୁ।

ସିଂହ– ଦିନଟି ଶୁଭ। ଧନ ଲାଭ ଓ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ନୂତନ ସମ୍ପର୍କ ଗଠନ ହେବ ଯାହା ଭବିଷ୍ୟତରେ ଲାଭକାରୀ। ବ୍ୟବସାୟରେ ଭଲ ଫଳ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ।

କନ୍ୟା- କାମରେ ସଫଳତା ମିଳିବ, କିନ୍ତୁ ମନ ଅଶାନ୍ତ ରହିପାରେ। ଶତ୍ରୁ ପକ୍ଷ ସକ୍ରିୟ ରହିପାରେ। ସ୍ୱାସ୍ଥ୍ୟରେ ସତର୍କ ରୁହନ୍ତୁ ଓ ଧୈର୍ୟ ଧରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। କାର୍ଯ୍ୟରେ ଧୀରେ ଚାଲନ୍ତୁ।

ତୁଳା– ଦିନଟି ଭଲ। ଶିକ୍ଷା ଓ ସୃଜନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମ ସମ୍ପର୍କରେ ସଫଳତା ମିଳିପାରେ। ଧନ ଲାଭର ସୁଯୋଗ ମିଳିବ। ନୂତନ ମିତ୍ରତା ହୋଇପାରେ। ଭବିଷ୍ୟତ ଯୋଜନା ସଫଳ ହେବ।

ବିଛା– ପରିବାର ଓ ଘରୋଇ କାମରେ ବ୍ୟସ୍ତ ରହିପାରନ୍ତି। ମନରେ ଚିନ୍ତା ରହିପାରେ। ଅପେକ୍ଷିତ ଖର୍ଚ୍ଚ ବଢ଼ିପାରେ। ଶାନ୍ତ ରହିବା ଉଚିତ। ଜମି-ଘର ସମ୍ବନ୍ଧୀୟ କାମରେ ସାବଧାନ ରୁହନ୍ତୁ। ବୃଦ୍ଧଙ୍କ ଆଶୀର୍ବାଦ ମିଳିବ।

ଧନୁ– ଦିନଟି ଶୁଭ। ଯାତ୍ରାର ସୁଯୋଗ ମିଳିପାରେ। ବନ୍ଧୁ ଓ ପରିବାରର ସହଯୋଗ ମିଳିବ। କାର୍ଯ୍ୟରେ ଉନ୍ନତି ଓ ନୂତନ ଅବସର ମିଳିବ। ବ୍ୟବସାୟରେ ଲାଭ ବଢ଼ିପାରେ। ଆତ୍ମବିଶ୍ୱାସ ବଢ଼ିବ।

ମକର– ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିପାରେ। ପରିବାର ସହ ସମୟ କାଟିବେ। କିନ୍ତୁ ଅତିରିକ୍ତ ବ୍ୟୟରୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ନୂତନ ନିବେଶରେ ଭଲ ଫଳ ମିଳିପାରେ। କାମରେ ସ୍ଥିରତା ଆସିବ।

କୁମ୍ଭ– ଆତ୍ମବିଶ୍ୱାସ ବଢ଼ିବ ଓ ମନ ଖୁସି ରହିବ। କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ସମ୍ମାନ ବଢ଼ିପାରେ। ନୂତନ ଯୋଜନା ସଫଳ ହେବ। ବନ୍ଧୁମାନଙ୍କ ସହ ସମୟ ଭଲ କଟିବ। ଧନ ଲାଭର ସମ୍ଭାବନା ରହିଛି।

ମୀନ– ମନ ଅଶାନ୍ତ ରହିପାରେ ଓ ଅନାବଶ୍ୟକ ଚିନ୍ତା ବଢ଼ିପାରେ। ଧନ ବ୍ୟୟ ବଢ଼ିପାରେ। ଧ୍ୟାନ ଓ ପ୍ରାର୍ଥନା କରିବା ଉଚିତ। ସତର୍କ ରହି କାମ କରନ୍ତୁ। ଗୁପ୍ତ ଶତ୍ରୂ ରହିପାରେ, ସାବଧାନ ରୁହନ୍ତୁ। ଆତ୍ମନିୟନ୍ତ୍ରଣ ରଖନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button