ଦେଶ ବିଦେଶ
Delhi Police: ମହିଳାଙ୍କୁ ଚାପୁଡ଼ା ମାରି ଦାୟିତ୍ୱରୁ ହଟିଲେ ଦିଲ୍ଲୀ ପୁଲିସ ଅତିରିକ୍ତ ଡିସିପି ସନ୍ଦୀପ ଲାମ୍ବା
ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି)ପ୍ରତିବାଦ ସମୟରେ ଜଣେ ମହିଳା ପ୍ରତିବାଦକାରୀଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସର ଅତିରିକ୍ତ ଡିସିପି(ଉତ୍ତର-ପୂର୍ବ)ସନ୍ଦୀପ ଲାମ୍ବାଙ୍କୁ ପ୍ରତିବାଦ ସ୍ଥଳରେ ତାଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି।

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି)ପ୍ରତିବାଦ ସମୟରେ ଜଣେ ମହିଳା ପ୍ରତିବାଦକାରୀଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସର ଅତିରିକ୍ତ ଡିସିପି(ଉତ୍ତର-ପୂର୍ବ)ସନ୍ଦୀପ ଲାମ୍ବାଙ୍କୁ ପ୍ରତିବାଦ ସ୍ଥଳରେ ତାଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




