ରାଜ୍ୟ
Accident: ପତ୍ନୀଙ୍କୁ ମେଡିକାଲରେ ଛାଡ଼ି ଫେରୁଥିଲେ, ଦୁର୍ଘଟଣାରେ ସ୍ୱାମୀ ଗୁରୁତର
ରାଜଧାନୀ ଉପକଣ୍ଠ ସରଦେଇପୁର-ନିମାପଡ଼ା ରାସ୍ତାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପତ୍ନୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି |

ବାଲିପାଟଣା: ରାଜଧାନୀ ଉପକଣ୍ଠ ସରଦେଇପୁର-ନିମାପଡ଼ା ରାସ୍ତାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପତ୍ନୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି | ସେ ହେଲେ ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ ଜିତେନା ଗ୍ରାମର କୁଞ୍ଜ ଜେନା ( ୬୫ )|
ସୌଜନ୍ୟ ସମ୍ବାଦ




