ରାଜ୍ୟ

Accident: ପତ୍ନୀଙ୍କୁ ମେଡିକାଲରେ ଛାଡ଼ି ଫେରୁଥିଲେ, ଦୁର୍ଘଟଣାରେ ସ୍ୱାମୀ ଗୁରୁତର

ରାଜଧାନୀ ଉପକଣ୍ଠ ସରଦେଇପୁର-ନିମାପଡ଼ା ରାସ୍ତାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପତ୍ନୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି |

ବାଲିପାଟଣା: ରାଜଧାନୀ ଉପକଣ୍ଠ ସରଦେଇପୁର-ନିମାପଡ଼ା ରାସ୍ତାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପତ୍ନୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି | ସେ ହେଲେ ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ ଜିତେନା ଗ୍ରାମର କୁଞ୍ଜ ଜେନା ( ୬୫ )|

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button